ଆମ ସମ୍ପର୍କରେ ବେଦାନ୍ତୀ ପ୍ରକାଶିତ

ବେଦାନ୍ତୀ ଇ-ପତ୍ରିକା ପ୍ରତ୍ୟେକ ମାସ ୧ ତାରିଖରେ ପ୍ରକାଶିତ ହେଉଛି ଏବଂ ଏହା ସମ୍ପୂର୍ଣ୍ଣ ମାଗଣାରେ ସାରା ବିଶ୍ବର ଓଡିଆ ପ୍ରେମୀଙ୍କୁ ପଢିବା ପାଇଁ ଇ- ମେଲ୍, ମୋବାଇଲ୍ ଏବଂ ସୋସିଆଲ୍ ମିଡିଆ ଦ୍ବାରା ଯୋଗାଇ ଦିଆଯାଏ ଓଡିଶା ବାହାରେ ରହୁଥିବା ଓଡିଆମାନଙ୍କୁ ପ୍ରତି ମାସରେ ଏକ ଓଡିଆ ଇ-ପତ୍ରିକା ପଢିବା ପାଇଁ ମିଳୁ, ଏହାହିଁ “ବେଦାନ୍ତୀ”ର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟର ସାଧନ କରିବା ପାଇଁ ଆପଣମାନକୁ ମଧ୍ୟ ସହୋଯୋଗ କରିବା ପାଇଁ ଅନୁରୋଧ “ବେଦାନ୍ତୀ” କୁ ପଢିବା ସହ ଏହି ପତ୍ରିକାକୁ ଆପଣ ନିଜ ନିଜର ପରିବାର ଏବଂ ବନ୍ଧୁବାନ୍ଧବମାନଙ୍କ ପାଖକୁ ପଠାନ୍ତୁ ଏବଂ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ନିଜର ସହଯୋଗ ଦିଅନ୍ତୁ